From : dirmet bbsr dirmet.bbsr@gmail.com
ଖୋର୍ଧା ଜିଲ୍ଲା
ସାମୂଦ୍ରିକ ବାତ୍ୟା 'କ୍ୟାଣ୍ଟ୍' ଏବେ ଗୋପାଳପୁର ଠାରୁ 480 କି.ମି ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରିଭୂତ ଏବଂ ଏହା ପଶ୍ଚିମରୁ ଦକ୍ଷିଣ-ପଶ୍ଚିମ
ଦିଗରେ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଆଡ଼କୁ ଗତି କରୁଛି
|
ଏହା ପ୍ରଭାବରେ ଖୋର୍ଧା ଜିଲ୍ଲାରେ ଆସନ୍ତା ସତେଇଶି ଓ ଅଠେଇଶି ତାରିଖରେ 45 - 50 କି.ମି ବେଗରେ ପବନ ବହିପାରେ |
ଆଜି ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହୋଇପାରେ ଏବଂ ଏହା ଅଠେଇଶ୍ ତାରିଖ ଯାଏଁ ଲାଗି ରହିବ
|
No comments:
Post a Comment